Apple TV ଚାନେଲ୍ ଦେଖିବା ଏବଂ ସବ୍ସ୍କ୍ରାଇବ୍ କରିବା ପାଇଁ, Apple TV ଆପ୍ ଭିଜିଟ୍ କରନ୍ତୁ। iPhone, iPad, iPod ଟଚ୍, Mac, Apple TV, ଲୋକପ୍ରିୟ ସ୍ମାର୍ଟ୍ ଟିଭି ଏବଂ ସମର୍ଥିତ ଷ୍ଟ୍ରିମିଂ ପ୍ଲାଟ୍ଫର୍ମ୍ରେ ଏହାକୁ ଖୋଜନ୍ତୁ।